ମୋଦି ଓ ନବୀନଙ୍କୁ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ପବନ ଖେରାଙ୍କ ଟାର୍ଗେଟ

ପାଣ୍ଡିଆନଙ୍କୁ ୨୪ ଘଣ୍ଟା ଭିତରେ ଭିଆରଏସ୍ ଦେଇଦେଲ, ଚିଟ୍ ଫଣ୍ଡ, ମାଇନିଙ୍ଗ ସ୍କାମରେ ଓଡ଼ିଶାର କଣ ଲାଭ ହୋଇଛି କହିଛନ୍ତି ଖେରା।

କେନ୍ଦ୍ରରେ ମୋଦି ଓ ଏଠି ତାଙ୍କ ବନ୍ଧୁ ଶାସନ କରୁଛନ୍ତି। ବହୁ ବଡ଼ ଲୋକଙ୍କ ନାଁରେ ସିବିଆଇ କେସ୍ ଅଛି, କଣ ହୋଇଛି ତାଙ୍କର, ରାଜ୍ୟରେ ୧୦ରୁ ୧୨ ଲୋକସଭା ଓ ୯୦ ବିଧାନସଭା ସିଟ୍ ପାଇବ କଂଗ୍ରେସ। ଖୁବ୍‌ ଶୀଘ୍ର କଂଗ୍ରେସ ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିବ କହିଲେ ଖେରା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes