ମେଡ଼ିକାଲ କଲେଜରେ ଓପିଡି ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡ଼ିକାଲ କଲେଜର ଓପିଡି ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନଲାଇନରେ ୫ଟି ଅଧ୍ୟକ୍ଷା ଭିକେ ପାଣ୍ଡିଆନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।

୪୬୯.୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡ଼ିକାଲ କଲେଜ ସ୍ବାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ସୁବିଧା ଯୋଗାଇ ଦେବା ନେଇ ସମସ୍ତେ ମତ ବ୍ୟକ୍ତ କରିଛନ୍ତି।ଏହି ଅବସରରେ କେନ୍ଦୁଝରରେ ଅନୁଷ୍ଠିତ ସମାରୋହରେ ଜିଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ,ବିଧାୟକ ଜଗନ୍ନାଥ ନାୟକ,ଜିଲାପାଳ ବିଶାଳ ସିଂହ,ଡିନ ଚିନ୍ମୟୀ ମହାପାତ୍ର ଉପସ୍ଥିତ ଥିଲେ।ଏହି ଅବସରରେ କଲେଜ ଛାତ୍ରଛାତ୍ରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes