ମୁର୍ଷୁଣ୍ଢୀରେ ହନୁମାନ ପୂଜା ଓ ଯଜ୍ଞ ଆୟୋଜିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଠାରେ ଗଜ ଲକ୍ଷ୍ମୀ ପୂଜା ଅବସରରେ ହନୁମାନ ପୂଜା ସହ ଯଜ୍ଞ ଅନୁଷ୍ଠିତ ହେଉଅଛି।

ଏଥିରେ ପୂଜକ ବନମାଳୀ ଚାନ୍ଦ ପୂଜକ ଦାଇତ୍ୱ ତୁଲାଉଥିବା ବେଳେ ସହଦେଵ ମହାକୁର ଓ ଧର୍ମପତ୍ନୀ ବିଣାପାଣି ମହାକୁର କର୍ତ୍ତା ଦାଇତ୍ୱ ତୁଲାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes