ମା’ ଦୀପ ଜାଳିବା ବେଳେ କୂଅରେ ପଡି ୯ ବର୍ଷର ପୁଅ ମୃତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ରମ୍ଭାବିଲି ନୀଳକଣ୍ଠେଶ୍ୱର ମନ୍ଦିରରେ ଏହି ଅଭାବନୀୟ ଘଟଣା ଘଟିଛି।

ବିଳମ୍ବିତ ରାତିରେ କୂଅରୁ ମୃତଦେହ ଉଦ୍ଧାର କରିଛି ପୁଲିସ୍। ରାତିରେ ମନ୍ଦିରରେ ଜାଗର ଦୀପ ଜାଳିବାକୁ ଯାଇଥିଲେ ମା’ ପୁଅ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes