ମା’ ଓ ଶିଶୁ ଆରୋଗ୍ୟ ବିଭାଗରେ ଅଗ୍ନିକାଣ୍ଡ

ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ମା’ ଓ ଶିଶୁ ଆରୋଗ୍ୟ ବିଭାଗରେ ଆଜି ଅଗ୍ନିକାଣ୍ଡ ଘଟିଥିବା ବେଳେ ରୋଗୀ ଅଳ୍ପକେ ବତ୍ତିଯାଇଛନ୍ତି ।

ସଠିକ ସମୟରେ ପଦକ୍ଷେପ ନେବାରୁ ବଡଧରଣର ଅଗ୍ନିକାଣ୍ଡକୁ ଏଡାଇ ଦିଆଯାଇପାରିଲା । ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମା’ ଓ ଶିଶୁ ଆରୋଗ୍ୟ ବିଭାଗର ଦ୍ୱିତୀୟ ମହଲାରେ ଥିବା ଏକ କୋଠରୀ ବନ୍ଦ ଥିବା ସମୟରେ ହଠାତ୍ ସଟ୍ ସର୍କିଟ ହେବାରୁ କୋଠାରେ ନିଆଁ ଲାଗିଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes