ମାହେଶ୍ୱରୀ ସେନା ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

ସୋନପୁର ସହରରେ ଥିବା ଅସହାୟ ‌ଗରିବ ଲୋକଙ୍କୁ ଆଜି ଜିଲ୍ଲା ମାହେଶ୍ୱରୀ ସେନା ପକ୍ଷରୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି।‌

ଏଥିରେ ମାହେଶ୍ୱରୀ ସେନାର କର୍ମକର୍ତ୍ତା ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes