ସମ୍ବଲପୁର ଜିଲ୍ଲା ଶାସନ ଥାନା ବଲବସପୁର ହୀରାକୁଦ ଡାଇକ ନିକଟରୁ ମୃତଦେହ ଠାବ ହୋଇଛି।
ହତ୍ୟା ପରେ କେହି ମୃତଦେହ ପୋଡ଼ିବାକୁ ଚେଷ୍ଟା କରିଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ପରିଚୟ ଅସ୍ପଷ୍ଟ ଥିବାବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍ କରୁଛି।
Credible Local News of Odisha