ମହିଳାଙ୍କୁ ପ୍ରତାରଣା ଅଭିଯୋଗରେ ଡାକ୍ତର ଗିରଫ

ଏକାଧିକ ବିବାହ ଓ ଠକେଇ ଅଭିଯୋଗରେ କିଛି ଦିନ ତଳେ ଗିରଫ ହୋଇଥିବା ଜଣେ ଡାକ୍ତର ଏବେବି ଚର୍ଚ୍ଚାରେ ଥିବା ବେଳେ ଆଜି ଭୁବନେଶ୍ୱର ମହିଳା ଥାନା ପୁଲିସ ଆଉ ଜଣେ ଠକ ଡାକ୍ତରଙ୍କୁ ଗିରଫ କରିଛି l

ଭୁବନେଶ୍ୱରର ମହିଳା ଥାନାରେ ଜଣେ ମହିଳା ଏହି ଅଭିଯୋଗ ଆଣିବା ପରେ ପୁଲିସ ଠକ ଡାକ୍ତରଙ୍କୁ ପାହାଳ ଅଂଚଳରୁ ଗିରଫ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes