ମହାନଦୀର ସାମ୍ପ୍ରତିକ ସ୍ୱାସ୍ଥ୍ୟ ଓ ଲୋକଙ୍କ ଉପରେ ପ୍ରଭାବ ସମ୍ପର୍କିତ ଆଲୋଚନାଚକ୍ର

ସୁବର୍ଣ୍ଣପୁର ଜିଲ୍ଲା ସଦର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ଜନ ମଙ୍ଗଳ ମହିଳା ସମିତି ଓ ଇନକଫେଷ୍ଟ ସୁବର୍ଣ୍ଣପୁର ତରଫରୁ ମହାନଦୀର ସାମ୍ପ୍ରତିକ ସ୍ୱାସ୍ଥ୍ୟ ଓ ଲୋକଙ୍କ ଉପରେ ପ୍ରଭାବ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି! ଆଲୋଚକ ଭାବରେ ଗବେଷକ ତଥା ସ୍ତମ୍ଭକାର ବିମଲ ପ୍ରସାଦ ପାଣ୍ଡିଆ ଯୋଗ ଦେଇଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes