ମହମ୍ମଦ ସିକନ୍ଦର ଆଲାମଙ୍କ ଜୟନ୍ତୀ

ବିଶିଷ୍ଟ ସଙ୍ଗୀତଜ୍ଞ ସ୍ବର୍ଗତ ମହମ୍ମଦ ସିକନ୍ଦର ଆଲାମଙ୍କ ୮୩ତମ ଜୟନ୍ତୀ ରବୀନ୍ଦ୍ର ମଣ୍ଡପ ସମ୍ମୁଖସ୍ଥ ପ୍ରତିମୂର୍ତ୍ତିସ୍ଥଳ ପାଳିତ ହୋଇଯାଇଛି l

ଏଥିରେ ଆଲାମ ଫାଉଣ୍ଡେସନ, ପରିବାର ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ବାଢିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes