ମନରେଗା ଯୋଜନାରେ ଚାଲିଥିବା କାମ ସମୀକ୍ଷା କଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଆଜି ଡୁଙ୍ଗୁରିପାଲି ବ୍ଳକ ଗସ୍ତରେ ଆସି ବ୍ଳକ ସଭାଗୃହ ଠାରେ ୨୬ଟି ପଞ୍ଚାୟତରେ ମନରେଗା ଯୋଜନାରେ ଚାଲିଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes