ଭଦ୍ରକ ଜିଲ୍ଲା ଏଲ୍ଖା ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।
ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖାଇବା ବେଳେ ଖାଦ୍ୟରେ ଝିଟିପିଟି ଦେଖି ଶିକ୍ଷକଙ୍କୁ ଜଣାଇଥିଲେ ପିଲା।
Credible Local News of Odisha