ମଦ ମୁକ୍ତି ଯୁବବାହିନୀ ତରଫରୁ ପ୍ରଭାତ ଫେରି କାର୍ଯ୍ୟକ୍ରମ

ଓଡିଶା ରାଜ୍ୟ ମଦ ମୁକ୍ତି ଯୁବବାହିନୀ ସୁବର୍ଣ୍ଣପୁର ଶାଖା ତରଫରୁ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ 123 ତମ ଜୟନ୍ତୀ ସ୍ଥାନୀୟ ଡ଼ି ଆର ଡ଼ି ଏ ସମ୍ମିଳନୀ କକ୍ଷ ପ୍ରାଙ୍ଗଣରେ ଜିଲ୍ଲା ସଂଯଜକ ସୁଦାମ ଗାଈଗରିଆ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ନବକୃଷ୍ଣ ଚୌଧୁରୀ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ମହାପୁରୁଷ ଙ୍କ ସ୍ମୃତି ଚାରଣ କରାଯାଇଥିଲା l ଗାନ୍ଧୀ ବାଦୀ ନବ ବାବୁ ଓଡ଼ିଆ ରୁ ମଦ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ତାଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟରେ ‘ଓଡ଼ିଆ ନିଶା ନିବାରଣ ଆଇନ 1956’ବିଧାନସଭା ରେ ପାସ କରାଇଥିଲେ l ପରବର୍ତୀ ସମୟରେ ଏହି ଆଇନ କୁ କ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes