ମଦ୍ୟପାନ କରି ହଟହଟା ହେଲେ ପୋଲିସ କର୍ମଚାରୀ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ଈଶ୍ୱର ଚନ୍ଦ୍ର ମହାନ୍ତ ଆଜି ସନ୍ଧ୍ୟା ସମୟରେ ଉଦଳା ମଦ କାଉଣ୍ଟର ସମ୍ମୁଖରେ ମଦ୍ୟପାନ କରି ହଟହଟା ହୋଇଛନ୍ତି ।

ମଦ୍ୟ ପାନ କରି ତଳେ ପଡିରହିଥିଲେ । ଯାହାକି ଏହି ଭିଡ଼ିଓ ସୋସିଆଲ ମିଡିଆରେ ଏବେ ଭାଇରଲ ହେବାକୁ ଲାଗିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes