ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୩୦ ଯାତ୍ରୀ ହନ୍ତସନ୍ତ

ସାତପଡ଼ାରୁ ଜହ୍ନିକୁଦା ଯାଉଥିଲା ବେଳେ ଡଙ୍ଗାରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମଏଁସା ଗାଁ ପାଖରେ ଅଟକି ଯାଇଥିଲା।

ନୂଆ ମେସିନ ଲାଗିଲା ପରେ ଛାଡ଼ିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes