ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ବାରିପଦା ମୁଢ଼ି ମାଂସ

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅନ୍ତର୍ଗତ ଶୈଳଶ୍ରୀ ବିହାର ଅଂଚଳରେ ବାରିପଦା ହିରନମୟ ମିଶ୍ର ଦୀର୍ଘ ଚାରିମାସ ହେବ OD-11 କିଚେନ ନାମକ ଏକ ହୋଟେଲ କରି ବାରିପଦା ମୁଢ଼ି ମଟନ ବିକ୍ରି କରି ଲୋକପ୍ରିୟ ହୋଇପାରିଛନ୍ତି ।

ପ୍ରତିଦିନ ବାରିପଦା ମୁଢ଼ି ମାଂସ ଖାଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ସେ ବାରିପଦାରୁ ମଟନ ଓ ମୁଢ଼ି ଆଣି ବିକ୍ରି କରୁଥିବା କହିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes