ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଆଇନଜୀବୀଙ୍କ ଆନ୍ଦୋଳନ

ହାଇକୋର୍ଟ ସ୍ଥାନାନ୍ତର ଦାବିରେ ଆଇନଜୀବୀ ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଆନ୍ଦୋଳନ କରୁଛନ୍ତି।

କୋର୍ଟ ପ୍ରବେଶ ପଥରେ ତାଲା ପକାଇ ଆଇନଜୀବୀ ଧାରଣା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes