ଭୁବନେଶ୍ୱରରେ 24 ଘଣ୍ଟାରେ 52.4 ମିମି ବର୍ଷା August 2, 2022 by Odisha ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ 52.4 ମିଲିମିଟର ବର୍ଷା ହୋଇଛି l