ଭୁବନେଶ୍ୱରରେ ପିସିସି ପ୍ରଭାରୀ ଚେଲା କୁମାର

ଭୁବନେଶ୍ୱରରେ ପହଞ୍ଚିବା ପରେ ପିସିସି ପ୍ରଭାରୀ ଚେଲା କୁମାର କହିଛନ୍ତି ଯେ, ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ।

ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes