ଭୁବନେଶ୍ବର ରାମ ମନ୍ଦିର ପରିସରରେ ସଫେଇ କଲେ ରାଜ୍ୟ ସଭାପତି

ବିଜେପିର ଦେଶବ୍ୟାପୀ ମନ୍ଦିର ସଫେଇ ଅଭିଯାନ ଜାରି ରହିଥିବା ବେଳେ ଆଜି ଭୁବନେଶ୍ବର ରାମ ମନ୍ଦିର ପରିସରରେ ସଫେଇ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ମନମୋହନଙ୍କ ସହ ଦଳୀୟ କର୍ମୀ ମଧ୍ୟ ସାମିଲ ହୋଇଥିଲେ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ସଫେଇ କାର୍ଯ୍ୟକ୍ରମ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes