ଭୁବନେଶ୍ବରରେ ହେବ ଫିଫା ଅଣ୍ଡର ୧୭ ମହିଳା ବିଶ୍ବକପ୍‌

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବ ଫିଫା ଅଣ୍ଡର ୧୭ ମହିଳା ବିଶ୍ବକପ୍‌।

ଭୁବନେଶ୍ବରରେ ଅକ୍ଟୋବର ୧୧, ୧୪ ଓ ୧୭ରେ ଖେଳାଯିବ ୬ଟି ମ୍ୟାଚ୍‌।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes