ଭିସୁଟର ରୂପାନ୍ତର ପାଇଁ 2 ହଜାର କୋଟି ଟଙ୍କା ମଞ୍ଜୁର

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ରୂପାନ୍ତର ନିମନ୍ତେ ଦୁଇ ହଜାର କୋଟି ଟଙ୍କା ବ୍ୟୟରେ ଇନଷ୍ଟିଚ୍ୟୁଟ ଡେଭଲପମେଣ୍ଟ ପ୍ଲାନକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes