ବ୍ୟକ୍ତିଙ୍କ ଉପରେ ଓଲଟି ପଡ଼ିଲା ପିକଅପ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ବଣକାଟି ନିକଟରେ ଦିନ ୧୨ଟା ସମୟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା।

ବଣକାଟି ଗ୍ରାମର ଦେବେନ୍ଦ୍ର ନାଏକ( ୫୦) ଦଶରାପଦା ଛକରୁ ସଉଦା ନେଇ ଘରକୁ ଚାଲିଚାଲି ଯାଉଥିବା ବେଳେ ଏକ ଦୃତଗାମୀ ପାଣି ବୋତଲ ବୋଝେଇ ପିକଅପ ହଠାତ୍ ଆସି ଦେବେନ୍ଦ୍ରଙ୍କ ଉପରେ ଓଲଟି ପଡିଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes