ବ୍ଲକ ସ୍ତରୀୟ ଖେଳାଳି ଚୟନ ପାଇଁ ଫୁଟବଲ ପ୍ରତିଯୋଗିତା ଉଦଘାଟିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିଅମ ଠାରେ ବ୍ଲକ ସ୍ତରୀୟ ଖେଳାଳି ଚୟନ ପାଇଁ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l

ଏହି ପ୍ରତିଯୋଗିତାରେ ବ୍ଲକର ୧୫ଟି ପାଞ୍ଚୟତର ୧୫ଟି ଫୁଟବଲ ଟିମ ଯୋଗ ଦେଇଥିବା‌ ବେଳେ ଉଦଘାଟନୀ ମେଚ ଉଫଲା ଓ ମୁରଶୁଣ୍ଢୀ ମଧ୍ୟରେ ଅନୁଷ୍ଠିତ ହୋଇଛି l ତେବେ ପ୍ରତିଯୋଗିତାକୁ ବ୍ଲକ ଅଧ୍ୟକ୍ଷ ଶାନ୍ତି ଲୁହା ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ପି ଆର ଆଇ ସଭ୍ୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes