ବ୍ଲକ ରେ ହେଲା ଜନ ଶୁଣାଣୀ ଶିବିର

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରେ ଆଜି ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଛି!ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏହି ଶିବିର ରେ ଯୋଗ ଦେଇଥିଲେ ।

ବିଶେଷ କରି ମନରେଗା ଯୋଜନା ଓ ଆବାସ ଯୋଜନା ର କାର୍ଯ୍ୟ କୁ ସମୀକ୍ଷା କରିବା ସହ ଏହାର କାର୍ଯ୍ୟ କୁ ନେଇ ଶୁଣାଣୀ କରିଥିଲେ!ଉଦଳା ବିଡ଼ିଓ ଦେବଯାନୀ ଭୁଁୟା ଙ୍କ ସମେତ ବ୍ଲକ ଅଧକ୍ଷା ଓ ଉପାଧକ୍ଷ ଙ୍କ ସମେତ ବ୍ଲକ କର୍ମଚାରୀ ସାମିଲ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes