ବ୍ରିଜରୁ ତଳକୁ ଖସିଲା ବାଇକ୍‌; ଜଣେ ମୃତ, ଜଣେ ଗୁରୁତର

କୋରାପୁଟ ଜିଲ୍ଲା ଲମତାପୁଟ ପାଡ଼ୁଆ ଥାନା ପୂଜାରିପୁଟ ଗାଁ ନିକଟ ବ୍ରିଜରେ ଏହି ଦୁର୍ଘଟଣା ଘଟିଛି।

ଘନ କୁହୁଡି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes