ବ୍ରହ୍ମପୁର ଶିକ୍ଷା ଜିଲ୍ଲା ଅଧିକାରୀଙ୍କୁ ଶିକ୍ଷକ ଦମ୍ପତିଙ୍କ ଆକ୍ରମଣ

ବ୍ରହ୍ମପୁର ଶିକ୍ଷା ଜିଲ୍ଲା ଅଧିକାରୀ ବିନିତା ସେନାପତି ଆଜି ଏକ ଶିକ୍ଷକ ଦମ୍ପତିଙ୍କ ଆକ୍ରମଣରେ ଆହତ ହୋଇ ଏମକେସିଜି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି l

ଦରମା ମିଳି ନ ଥିବାରୁ କିଛି ଦିନ ହେଲା ଧାରଣା ଦେଇଥିବା ଏହି ଆକ୍ରମଣକାରୀ ଶିକ୍ଷକ ଦମ୍ପତିଙ୍କୁ ପୁଲିସ କାବୁ କରି ଅଟକ ରଖିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes