ବୌଦ୍ଧ ଟାଉନହଲରେ ଓଡ଼ିଆ ଚଳଚ୍ଚିତ୍ର ଦମନ ପ୍ରଦର୍ଶନ

ଗତ ସଂଧ୍ୟାରେ ବୌଦ୍ଧ ଜିଲା ପ୍ରଶାସନ ତରଫରୁ ଓଡ଼ିଆ ଚଳଚ୍ଚିତ୍ର ଦମନର ଟାଉନହଲ ସ୍ଥିତ କଳାମଣ୍ଡପ ଠାରେ ପ୍ରଦର୍ଶିତ ହୋଇଥିବା ବେଳେ ଉପଜିଲାପାଳ ଶ୍ରୀ ରବୀନ୍ଦ୍ରନାଥ କାହାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତରାଣୀ ଦଲବେହେରା ଓ ଜିଲ୍ଲାର ପ୍ରତିଷ୍ଠିତ ଲୋକ ଯୋଗ ଦେଇ ଚଳଚ୍ଚିତ୍ର ଦେଖିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes