ବୌଦ୍ଧରେ ୧୨ ଡିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ November 16, 2022 by Rameswar mahakur ବୌଦ୍ଧରେ ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ରେକର୍ଡ ହୋଇଛି। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।