ବୀରମହାରାଜପୁର ବ୍ଲକ କନ୍ଫରେନ୍ସ ହଲରେ ଅଭିଯୋଗ ଶୁଣାଣି ଶିବିର

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କନ୍ଫରେନ୍ସ ହଲରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ଶିବିରରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ମିଳିତ ଭାବେ ଜନସାଧାରଙ୍କ ଅଭିଯୋଗ ଶୁଣୁଥିବା ଦେଖାଯାଇଛି l ତେବେ ଏହି ଶିବିରରେ ବୀରମହାରାଜପୁର ଉପଖଣ୍ଡର ସମସ୍ତ ବିଭାଗୀୟ ପଦାଧିକାରୀ ଓ ଜନପ୍ରତିନିଧି ଯୋଗଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes