ସୋନପୁର ଜିଲ୍ଲା ବୀରମହାରାଜପୁର ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ଜାତୀୟ ୭୮ ତମ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଛି।
ଏହି ଅବସରରେ ସହରରେ ଡ଼ାକବାଜୀ ଯନ୍ତ୍ର ସାହାଯ୍ୟରେ ବିଭାଗର ପକ୍ଷରୁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି।
Credible Local News of Odisha