ସୋନପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଦୋଳ ପୂର୍ଣ୍ଣିମା ଅବସରରେ ପ୍ରସିଦ୍ଧ ହରିହର ଭେଟ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ବହୁ ସଂଖ୍ୟକ ଜନସାଧାରଣ ସାମିଲ ହୋଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତ ରହି ସହଯୋଗ କରିଥିଲେ।
Credible Local News of Odisha