କଟକ ନରସିଂହପୁର ହାତୀକୁ ଗୁଳିମାଡ ଘଟଣାରେ ଚିକିତ୍ସା କରିଥିବା ଡାକ୍ତର ନିରଞ୍ଜନ ସାହୁ କହିଛନ୍ତି, ଗୁଳିବିଦ୍ଧ ଦନ୍ତାହାତୀର ବିଳମ୍ବିତ ଚିକିତ୍ସା ପାଇଁ ମୃତ୍ୟୁ ହୋଇଛି।
ଚିକିତ୍ସା ଆରମ୍ଭ ବେଳେ ହାତୀ କ୍ଷତରେ ସଂକ୍ରମଣ ହୋଇ ପୂଜ ହୋଇ ସାରିଥିଲା। ହାତୀର କ୍ଷତ ପ୍ରାୟ ୧୫ଦିନ ତଳୁ ହୋଇଥିବା ସେ ସୂଚନା ଦେଇଛନ୍ତି।