ବିଲ ଭିତରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନିମୁଣ୍ଡିଆ-ବଡ଼ଚଢ଼େଇପଡ଼ା ରାସ୍ତା ପାର୍ଶ୍ୱ ବିଲରୁ ମୃତ ଦେହ ଠାବ ହୋଇଛି।

ମୃତଦେହ ନିକଟରେ ମଦ ବୋତଲ ପଡ଼ିଥିବା ବେଳେ ପରିବାର ଲୋକେ ହତ୍ୟା ସନ୍ଦେହ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes