ବିଭିନ୍ନ ଶିଳ୍ପ ସଂସ୍ଥା ପରିଦର୍ଶନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶନିବାର ଖୋର୍ଦ୍ଧା ଓ କଟକ ଜିଲ୍ଲାର ବିଭିନ୍ନ ଶିଳ୍ପ ସଂସ୍ଥା ୟୁନିଟ ପରିଦର୍ଶନ କରିଛନ୍ତି l
ଖୋର୍ଦ୍ଧା ଜିଲ୍ଲାର ଜାଆଁଳ ପଞ୍ଚାୟତ କାଷ୍ଠ କାରିଗରୀ ଶିଳ୍ପ ସମବାୟ ସମିତି ଏବଂ ଜଟଣୀ ଲର ରାମଚନ୍ଦ୍ରପୁର ସ ମିଲ ପରିଦର୍ଶନ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes