ବିଭିନ୍ନ କାରଣରୁ ଆପ ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା

ମିଶନ ଶକ୍ତିର କର୍ମଚାରୀ, ଏମବିକେ, ସିଆରପି, ପ୍ରାଣୀ ମିତ୍ର, କୃଷି ମିତ୍ର, ବ୍ୟାଙ୍କ୍ ମିତ୍ର ଆଦି ସହାୟକ କର୍ମଚାରୀଙ୍କୁ ସ୍ଥାୟୀ କରିବା ଓ ସେମାନଙ୍କ ଦରମା ବୃଦ୍ଧି ଦାବିରେ ଆମ ଆଦମୀ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡୁ ଧରି ଧାରଣା ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରିଛନ୍ତି।

ରାଜ୍ୟ ଓ ଓଡ଼ିଶା ସରକାରଙ୍କ କାମକାର୍ଯ୍ୟକୁ ସମାଲୋଚନା କରିବା ସହ ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ସିସୋଦିୟାଙ୍କ ମିଥ୍ୟା କାରଣରେ ଗିରଫଦାରୀକୁ ସମାଲୋଚନା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes