ନବ ଦାସ ହତ୍ୟା ମାମଲାରେ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ ଦାବି କରି ସୁଶାନ୍ତଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପରେ ବିଧାନସଭା ଘେରାଉ କରିଛି ଛାତ୍ର କଂଗ୍ରେସ।
ଘେରାଉ ବେଳେ ପୁଲିସ ସହ ଛାତ୍ର କଂଗ୍ରେସ ଧସ୍ତାଧସ୍ତି ହୋଇଛି।
Credible Local News of Odisha