ବିଡିଏ କଲୋନୀବାସୀଙ୍କ ସହ ମନ୍ତ୍ରୀ, ମେୟରଙ୍କ ଆଲୋଚନା

ଆଜି ବରମୁଣ୍ଡା ହାଉସିଂ ବୋର୍ଡ, ୱାର୍ଡ ନଂ 49, ପ୍ରଜ୍ଞା ବିହାର ପାର୍କ ପାଖ ବିଡିଏ କଲୋନୀର ସଦସ୍ୟ ଓ ବରିଷ୍ଠ ନାଗରିକଙ୍କ ସହ ବିଭିନ୍ନ ବିଷୟରେ ମନ୍ତ୍ରୀ ଓ ମେୟର ଆଲୋଚନା କରିଛନ୍ତି ।

ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ ଏବଂ ପୂର୍ବତନ କର୍ପୋରେଟର ଅଶ୍ୱିନୀ ସୁନ୍ଦରରାୟ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes