ବିଜେଡି ବିଧାୟକ ନୃସିଂହ ସାହୁଙ୍କ ନାଁରେ ନକଲି ଆଇଡି

୩ ଦିନ ହେବ ବିଜେଡି ବିଧାୟକ ନୃସିଂହ ସାହୁଙ୍କ ନାଁରେ ଫେକ୍‌ ଆଇଡି କରି ସମ୍ପର୍କୀୟଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ବିଧାୟକ।

ଗୃହର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇ ପୁଲିସ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes