ବିଜେଡିରେ ଯୋଗଦେଲେ ମନ୍ମଥ ରାଉତରାୟ

ଜଟଣୀ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜି ବିଜେଡିରେ ମିଶିଛନ୍ତି।

ଏକ ରାଲିରେ ଶଙ୍ଖ ଭବନ ଆସି ସାମିଲ ହୋଇଛନ୍ତି ମନ୍ମଥ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes