ବିଜୁବାବୁଙ୍କ ୧୦୭ ତମ ଜନ୍ମଜୟନ୍ତୀ ପାଳନ

ଆଜି ଓଡ଼ିଶାର ବରପୁତ୍ର ବିଜୁବାବୁଙ୍କ ୧୦୭ ତମ ଜନ୍ମଜୟନ୍ତୀ ପାଳନ ଅବସରରେ କେନ୍ଦୁଝର ଥାନା ଛକ ନିକଟରେ ଥିବା ବିଜୁବାବୁଙ୍କ ପ୍ରତିମୁର୍ତ୍ତିରେ ଥିବା ବିଜେଡି ସାଂସଦ,ବିଧାୟକ,ନେତାନେତ୍ରୀ ଓ କର୍ମୀମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରି ବିଜୁବାବୁ ଅମର ରହେ ସ୍ଲୋଗାନ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes