ବିଗତ କିଛି ବର୍ଷରେ ମହାନଦୀରେ ଜଳପ୍ରବାହ କମିଛି: ବିଭାଗୀୟ ମନ୍ତ୍ରୀ

ଉପରମୁଣ୍ଡ ଛତିଶଗଡ଼ର ବ୍ୟାରେଜ ଯୋଗୁଁ ଜଳପ୍ରବହ କମୁଛି ବୋଲି ଆଜି ଗୃହରେ ସୌଭିକ ବିଶ୍ବାଳଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଉତ୍ତର ରଖିଛନ୍ତି।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ୮ଟି ବ୍ୟାରେଜ କରିଛି, ବ୍ୟାରେଜ କରି ଛତିଶଗଡ଼ ପାଣି ଅଟକାଉଥିବାରୁ ଜଳପ୍ରବାହ କମୁଛି, ଗତ ୩ ବର୍ଷରେ ଅଣମୌସୁମୀ ଜଳପ୍ରବାହ ୧.୫୯୬ ନିୟୁତ ଏକର ଫୁଟ ବୋଲି ମନ୍ତ୍ରୀ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes