ବିଏମସିର ରଥଯାତ୍ରା ପ୍ରସ୍ତୁତି ବୈଠକ June 27, 2022 by Odisha ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତିର ସମୀକ୍ଷା ସକାଶେ ଆଜି ମେୟରଙ୍କ ଅଧ୍ୟକ୍ଷତାରେ ବିଏମସିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l