ବାଲିଗୁଡା ଉପଜିଲ୍ଲାପାଳ ହେଲେ ମଧୁମିତା

2020 ବ୍ୟାଚର ଆଇଏଏସ ମଧୁମିତାଙ୍କୁ ଆଜି ରାଜ୍ୟ ସରକାର ବାଲିଗୁଡାର ଉପଜିଲ୍ଳାପାଳ ନିଯୁକ୍ତ କରିବା ସହ ସେ ମଧ୍ୟ ବାଲିଗୁଡା ଏନଏସିର ଏକଜିକ୍ୟୁଟିଭ ଅଫିସର ଦାୟିତ୍ୱରେ ରହିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes