ବାର ଘଣ୍ଟା ପରେ ଫାଶରୁ ଉଦ୍ଧାର ପାଇଲା କଲରାପତରିଆ ବାଘ

ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟରେ ଗତକାଲି ରାତିରେ ଶିକାରୀଙ୍କ ଫାଶରେ ପଡ଼ିଥିବା ଏକ କଲରାପତରିଆ ବାଘକୁ ପ୍ରାୟ 12 ଘଣ୍ଟା ପରେ ବନବିଭାଗ କର୍ମଚାରୀ ମୁକ୍ତ କରି ଜଙ୍ଗଲରେ ଛାଡିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes