ବାତେଲିମା ହାଇସ୍କୁଲ ରୂପାନ୍ତରିଣ କାର୍ଯ୍ୟ ତଦାରକ କଲେ ପ୍ରକଳ୍ପ ଅଧିକାରୀ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବାତେଲିମା ହାଇସ୍କୁଲ୍ ସରକାରଙ୍କ 5ଟିରେ ସାମିଲ ହୋଇଥିବାରୁ ଏହାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ପ୍ରକଳ୍ପ ଅଧିକାରୀ ସୁରେଶ କୁମାର ଉପାଧ୍ୟାୟ ସମୀକ୍ଷା କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes