ବାଘଗଣନା ବେଳେ ଭାଲୁ ଆକ୍ରମଣରେ ୨ କର୍ମଚାରୀ ଆହତ

ମୟୁରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘଗଣନା ବେଳେ ଭାଲୁ ଆକ୍ରମଣରେ ୨ ବନ୍ କର୍ମଚାରୀ ଆହତ ହୋଇଛନ୍ତି।

ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ୫ ଜଣିଆ ବନ ସୁରକ୍ଷା କର୍ମଚାରୀ ବାଘ ଗଣନା କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes