ବାଇକ -ବାଇକ ଧକ୍କାରେ ଜଣେ ମୃତ, 3 ଆହତ

ବଲାଙ୍ଗୀର ଜିଲ୍ଲା ରାମପୁରଠାରେ ଆଜି ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି l ଜଣେ ଆହତଙ୍କୁ ଭିମସାରକୁ ସ୍ଥାନାନ୍ତର କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes