ବାଇକକୁ ଧକ୍କା ଦେଲା ବସ୍; ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ସୁବର୍ଣ୍ଣପୁର ଜିଲ୍ଲା କଳାପଥର ଛକ ନିକଟରେ ଏକ ଘରୋଇ ବସ ବାଇକକୁ ଧକ୍କା ଦେଇଛି।

ଫଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ହୋଇଛି।ସୋନପୁରରେ ଥିବା ଏକ ମନ୍ଦିରକୁ ଯିବାବେଳେ ଦୁର୍ଘଟଣା ଘଟିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes