ବଲାଙ୍ଗୀର ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଙ୍ଗୀତ ସିଂଙ୍ଗଦେଓଙ୍କୁ ଦଳ ପକ୍ଷରୁ ଟିକେଟ ମିଳିବା ନେଇ ଘୋଷଣା କରାଯାଇଛି।
ଫଳରେ ଆଜି ବିଜେପି କର୍ମୀମାନେ ତାଙ୍କ ବାସଭବନରେ ମିଠା ବଣ୍ଟନ କରି ଖୁସି ଜାହିର କରିଥିଲେ।
Credible Local News of Odisha